Below header
Browsing Tag

duplicate factory seized

ପୁଣି ଭେଜାଲ ପୁଣି ରେଡ଼, ନକଲି ସସ ଫାକ୍ଟ୍ରିରେ ରେଡ଼ କଲା ପୋଲିସ

କଟକ କେନ୍ୟୁଜ) : ପୁଣି ଭେଜାଲ ପୁଣି ରେଡ଼। ନକଲି ସସ ଫାକ୍ଟ୍ରିରେ ରେଡ଼ କରିଛି ପୋଲିସ। ମଧୂପାଟଣା ଥାନା ପୋଲିସର ରେଡ଼ ପରେ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି। ସେମାନ୍ୟ ଏହି ସସରେ ବିଭିନ୍ନ ପ୍ରକାର ଅପମିଶ୍ରିତ କରୁଥିବା ସୂଚନା ମିଳିଛି।

ମହାକାଳପଡ଼ା ରାଜଗଡ଼ ଗାଁରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ , ୨ ଗିରଫ 

ମହାକାଳପଡ଼ା(କେନ୍ୟୁଜ୍) : ମହାକାଳପଡ଼ାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ। କେନ୍ଦ୍ରାପଡ଼ା ସ୍ପେଶାଲ ସ୍କାର୍ଡ ଓ ମହାକାଳପଡ଼ା ପୋଲିସ ମିଳିତ ଭାବେ ରାଜଗଡ଼ ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଛନ୍ତି। ଗତ ୨ବର୍ଷ ଧରି ଏହି କାରଖାନା ଚାଲୁଥିବା ବେଳେ ଅରିଜିନାଲ ଜର୍ଦ୍ଦା…