Browsing Tag

dushera puja

ରାବଣକୁ ଜ୍ୱାଇଁ ଭାବି କରନ୍ତି ପୂଜା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଏଭଳି ପ୍ରଥା

ଆଜି ସମଗ୍ର ଦେଶ ପାଳନ କରୁଛି ଦଶହରା । ସବୁଆଡ଼େ ବାଣ ଫୁଟିବା ଶବ୍ଦ । ରାବଣକୁ ଦଶହାରା ବାସୀ ଦିନ ଜଳା ଯାଏ, ଏହା ତ ଆପଣମାନେ ନିଶ୍ଚିତ ଜାଣିଥିବେ । ସମଗ୍ର ଭାରତର ଲୋକମାନେ ରାବଣକୁ ଦୁଷ୍ଟର ପ୍ରତୀକ ଭାବେ ଦଶହରା ଦିନ ରାବଣକୁ ଜାଳିଥାନ୍ତି । କିନ୍ତୁ ଆମ ଦେଶ ଭାରତରେ ଏପରି ଏକ ସ୍ଥାନ ଅଛି…

ରାଜ୍ୟରେ ପୁଣି ବଢିବ ବର୍ଷା: ଭିଜିବ ଦଶହରା

ଭୁବନେଶ୍ବର(କେନ୍ୟୁଜ୍):ଏଥର ଭିଜିବ ଦଶହରା। ରାଜ୍ୟରେ ପୁଣି ବଢିବ ବର୍ଷା। ୨୭ ତାରିଖରୁ ବଢିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପକୂଳବର୍ତ୍ତୀ…

ନବରାତ୍ରୀରେ ଏହି ୪ ସଙ୍କେତ ମିଳିବା ହୋଇଥାଏ ଶୁଭ, ଦୂର ହୋଇଯାଏ ସମସ୍ତ ସମସ୍ୟା

ଜୀବନରେ ଚାଲିଥିବା ସମସ୍ୟା ଦୂର ନହେଲେ ଅନେକ ଲୋକଙ୍କର ଅସ୍ଥା ଏବଂ ବିଶ୍ବାସ ଭଗବାନଙ୍କ ଉପରୁ ଉଠିଯାଇଥାଏ । କିନ୍ତୁ ସମୟ ସବୁବେଳେ ସମାନ ନଥାଏ । ଦିନେ ଦିନେ ଏହା ପରିବର୍ତ୍ତନ ହୋଇଥାଏ । ତେବେ ଭଲ ସମୟ ଆସିବା ପୂର୍ବରୁ ଅନେକ ସଙ୍କେତ ମିଳିଥାଏ । ଯାହାକୁ କେହି ଜାଣି ପାରିନଥାନ୍ତି । ତେବେ…

ପୂଜା ବଜାରକୁ ଫିକା କଲା ତିତ୍‌ଲି , ଲଗାଣ ବର୍ଷାରେ ଧୋଇଯାଇଛି ତୋରଣ

ଭୁବନେଶ୍ବର : ପୂଜା ବଜାରେ ମାନ୍ଦାବସ୍ଥା । ତିତଲିର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ରାଜଧାନୀର ବିଭିନ୍ନ ପୂଜା କମିଟି । ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଞ୍ଚିଥିଲା । ଲଗାଣ ବର୍ଷା ପରେ ସବୁକିଛି ଧୋଇ ଛାରଖାର ହୋଇ ଯାଇଛି । ଝାରପଡା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ…