Below header
Browsing Tag

E-auction of vidya balan maths saree

 ନିଲାମ ହେଲା ବିଦ୍ୟା ବାଲାନ ପିନ୍ଧିଥିବା ‘ଶ୍ରୀଗଣିତ’ ସମ୍ବଲପୁରୀ ଶାଢି, ୫୫ ହଜାରରେ କିଣିଲେ ଓଡିଆ ଛାତ୍ରୀ

ନିଲାମ ହେଲା ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି। ଯାହା ‘ଶ୍ରୀଗଣିତ ଶାଢ଼ି’ ନାମରେ ଖୁବ୍ ପରିଚିତ । ଅନଲାଇନରେ ୧୫ତାରିଖରୁ ଏହାର ନିଲାମ ଆରମ୍ଭ ହୋଇଥିଲା। ଅନଲାଇନରେ ଏହି ଶାଢିର ନିଲାମ ଡକାଯାଇଥିବା ବେଳେ ଏହାକୁ ଜଣେ ଓଡିଆ ଛାତ୍ରୀ କିଣିଛନ୍ତି। ଏହି ଶାଢିକୁ ୫୫ ହଜାର ଦେଇ ସେ…

ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି, ଆଗ୍ରହୀ ବ୍ୟକ୍ତିମାନେ ଏମିତି କରିପାରିବେ ଆବେଦନ

ଭୁବନେଶ୍ବର: ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି।  ଯାହା ‘ଶ୍ରୀଗଣିତ ଶାଢ଼ି’ ନାମରେ ଖୁବ୍ ପରିଚିତ । ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଛି । ତେବେ ଆସନ୍ତା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ନିଲାମ ପାଇଁ ସମୟ ଦିଆଯାଇଛି। ଯେଉଁ ବ୍ୟକ୍ତିମାନେ ଏହି ଶାଢିକୁ…