Below header
Browsing Tag

e commerce

Bournvita କୁ ନେଇ ନୋଟିଫିକେସନ ଜାରି କଲେ ସରକାର, ତୁରନ୍ତ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବାକୁ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟାକୁ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବା ପାଇଁ ଆଡଭାଇଜରୀ ଜାରି କରିଛି । ମନ୍ତ୍ରଣାଳୟ ନୋଟିଫିକେସନରେ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା…

ଇ-କମର୍ସ ସାଇଟରୁ କିଣନ୍ତୁ ସ୍ମାର୍ଟଟିଭି, ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଏହି ପାର୍ବଣ ଋରୁରେ ସ୍ମାର୍ଟଟିଭି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବେଷ୍ଟ ଟାଇମ୍‌ । କାରଣ ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍‌ ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ…

କ୍ୟାସ ଅନ୍ ଡେଲିଭରି କରୁଥିଲେ ହୋଇଯାଆନ୍ତୁ ସାବଧାନ, ଏହି ତାରିଖରୁ ଆମାଜନ ଆଉ ନେବନି ୨୦୦୦ ଟଙ୍କା

କ୍ୟାସ ଅନ୍ ଡେଲିଭରି କରୁଥିବା ଗ୍ରାହକ ହୋଇଯାନ୍ତୁ ସାବଧାନ। ଇ କମର୍ସ ପ୍ଲାଟଫର୍ମ ଆମାଜନ ନେଲା ବଡ ନିଷ୍ପତି । ଏବେ ଆଉ ଆପଣ ଅଫଲାଇନ ଟଙ୍କା ଦେଇ କରିପାରିବେ ନାହିଁ ସପିଙ୍ଗ । କମ୍ପାନୀ ତରଫରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଏ ନିଷ୍ପତି ଉଠିଛି ୨୦୦୦ ଟଙ୍କିଆ ନୋଟ୍ କୁ ନେଇ.. ଦେଶରେ ଏବେ…

ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ ରେ ଶସ୍ତା ହେଲା ସ୍ମାର୍ଟଫୋନ

ଆରମ୍ଭ ହୋଇଛି ଆମାଜନର ଗ୍ରେଟ୍ ସମର୍‌ ସେଲ୍‌ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭଲ ଅଫର୍ ରହିଛି । ଏଥିରେ ଆପଣ ସାମସଙ୍ଗ, ୱାନ୍‌ପ୍ଲସ, ଲାଭା, ରେଡମି ଭଳି ବ୍ରାଣ୍ଡ ର ସ୍ମାର୍ଟଫୋନ୍ ବଜାର ମୂଲ୍ୟ ଠାରୁ ପୁରା କମ୍ ମୂଲ୍ୟ ଓ ଶସ୍ତାରେ କିଣିପାରିବେ । ଫୋନ୍ ବ୍ୟତୀତ ଆପଣ ବହୁତ କମ୍…

ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଜିଓମି ପକ୍ଷରୁ ଲଞ୍ଚ ହେଲା Redmi Note 10T 5G ଫୋନ, ଫିଚର୍ସ ରହିଛି ଦମଦାର

ଗତ ସପ୍ତାହରେ ଭାରତୀୟ ବଜାରରେ ଜିଓମି ପକ୍ଷରୁ ନୂଆ ଫୋନର କରାଯାଇଛି ବଜାର ପ୍ରବେଶ। ଜିଓମିର ପ୍ରଥମ 5G ଫୋନ Redmi Note 10T 5G କରାଯାଇଛି ଲଞ୍ଚ। ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ଫୋନକୁ ଲଞ୍ଚ କରାଯାଇଛି। ଅନଲାଇନ ଇ-କମର୍ସ ସାଇଡ ଅମାଜନ ଇଣ୍ଡିଆରେ ଏହି ଫୋନର ସେଲ ଦ୍ୱିପହର…

ଇ-କମର୍ସ କମ୍ପାନୀ ୫ ଦିନରେ ବିକିଛନ୍ତି ୨୨ ହଜାର କୋଟିର ଜିନିଷ, ପ୍ରତି ସେକେଣ୍ଡରେ ଆସୁଥିଲା ୧୧୦ ଅର୍ଡର

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନ୍‌ଲାଇନ୍‌ କିଣାକିଣି ହାର ପ୍ରବଳ ବଢ଼ିଛି। ଇ-କମର୍ସ କମ୍ପାନୀମାନେ ୫ ଦିନିଆ ଫେଷ୍ଟିଭ୍‌ ସେଲରେ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି। ଏହି ହାର ୨୦୧୮ ଓ ୨୦୧୯ର ବିକ୍ରିଠାରୁ ଖୁବ୍‌ ଅଧିକ। ପରାମର୍ଶ ଫର୍ମ ରେଡସିର ତରଫରୁ ବୁଧବାର ଜାରି…