Below header
Browsing Tag

Eagle story

ଚିଲ୍ଲ ରୂପରେ ଆସି ଝିଅର ବାହାଘରରେ ଯୋଗଦେଲେ ମୃତ ପିତା, ଚର୍ଚ୍ଚାରେ ଏହି ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ଗାଁରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା । ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଗାଁରେ ଚାଲିଥିବା ଗୋଟେ ବାହାଘରରେ ଯୋଗଦେଇଥିଲା ଚିଲ୍ଲ । ଯିଏ ବାହାଘରର ସମସ୍ତ ରୀତିରେ ଯୋଗ ଦେଇଥିବା ସହିତ କନ୍ୟାକୁ ଆଶୀର୍ବାଦ ମଧ୍ୟ ଦେଇଥିଲା । ଏହି…

ଶୋଷିଲା ଚିଲକୁ ବୋତଲରୁ ପାଣି ପିଆଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବକ, ଦେଖନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଭାଇରାଲ ଭିଡିଓରେ ଆଉ ଏକ ଘଟଣା ଯୋଡି ହୋଇଛି । ଏମିତି ଘଟଣା ଦେଖି ଆପଣ ମଧ୍ୟ ଚମକି ପଡିବେ । ପ୍ରକୃତରେ, ଜଣେ ବ୍ୟକ୍ତି ଶୋଷିଲା ଚିଲକୁ ପାଣି ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି…

ଇଗଲର ପ୍ରେରଣାଦାୟୀ କାହାଣୀ, ଗୋଟିଏ ଜୀବନରେ ପାଇଥାଏ ଦୁଇଥର ଜନ୍ମ

ଆମ ଜୀବନରେ ଅନେକ ମୂହୂର୍ତ୍ତ ଆସେ ଯେତେବେଳେ ଆମକୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିଛି ଲୋକ ଜୀବନରେ ସଂଘର୍ଷ କରି ଆଗକୁ ବଢ଼ନ୍ତି ତ ଆଉ କିଛି ଲୋକ ପରିସ୍ଥିତିକୁ ହାର ମାନି ଜୀବନକୁ ନିଜ ପାଖରେ ସର୍ମପିତ କରିଦିଅନ୍ତି। ଏମିତିରେ ଆମର ନିଜର କିଛି ଅସ୍ତିତ୍ୱ ରହେନାହିଁ। ଦୁନିଆ ତାକୁ…