Browsing Tag

earth moving faster

ନିଜ ବେଗ ଠାରୁ କ୍ଷିପ୍ର ଗତିରେ ଘୂରୁଛି ପୃଥିବୀ, କମି କମି ଯାଉଛି ଦିନର ଅବଧି

ନିଜ ବେଗ ଠାରୁ ବଢ଼ିଯାଇଛି ପୃଥିବୀର ବେଗ । ଆଗ ଅପେକ୍ଷା କ୍ଷୀପ୍ର ଗତିରେ ଘୁରୁଛି ପୃଥିବୀ । ନିଜ କକ୍ଷପଥରେ ସାମାନ୍ୟ ଅଧିକ ବେଗରେ ପୃଥିବୀ ଘୁରୁଥିବା ଜଣାପଡ଼ିଛି । ଏହି କାରଣରୁ ଦିନର ଅବଧି ୨୪ ଘଣ୍ଟାରୁ ସାମାନ୍ୟ କମ ହୋଇଥିବା ଜଣାପଡ଼ିଛି । ଗତ ୫ ଦଶନ୍ଧିରେ ଏହି ନୀଳଗ୍ରହର ବେଗ ବଢିଥିବା…