ଲଦାଖର କାରଗିଲ୍ ଜେଲରେ ଭୂକମ୍ପ, ତୀବ୍ରତା ୫.୨
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂକମ୍ପ ରାତି ୯.୨୧ ମିନିଟରେ ଆସିଥିଲା ।…