Below header
Browsing Tag

Eco Park

ରକ୍ଷଣାବେକ୍ଷଣ ଅଭାବ, ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଇକୋ ପାର୍କ

ଅନୁଗୁଳ (କେନ୍ୟୁଜ) : ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଅନୁଗୁଳ ସହରର ଏକ ମାତ୍ର ଇକୋ ପାର୍କ ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଦିନେ ଯେଉଁଠି ଆମୋଦ ପ୍ରମୋଦ ହେଉ ଅବା ମର୍ନିଙ୍ଗ ୱାକ ପାଇଁ ଲୋକଙ୍କ ଭିଡ଼ ହେଉଥିଲା ତାହା ଏବେ ଅଣଦେଖା ହୋଇପଡିଛି । ରକ୍ଷଣାବେକ୍ଷଣ…