Browsing Tag

ectric death

ଧାନ କ୍ଷେତରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଭଞ୍ଜନଗର(କେ ନ୍ୟୁଜ):  ଧାନକ୍ଷେତ ନିକଟରେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କହ୍ନେଇପୁର ଗାଁ ନିକଟରେ ଗତରାତିରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଶ୍ରୀକାନ୍ତ ଗୌଡ…