Browsing Tag

education minister

ପୁଅର ଦୁଃଖଦ ମୃତ୍ୟୁରେ ଭାଙ୍ଗିପଡିଲେ ଶିକ୍ଷାମନ୍ତ୍ରୀ, ଅଟକାଇ ପାରିଲେନି ଲୁହ

ଅଧାବୟସର ପୁଅର ସଡକ ଦୁର୍ଘଟଣା ଖବର ଶୁଣି ଭାଙ୍ଗି ପଡିଛନ୍ତି ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ। ଘଟଣା ଖବର ପାଇବା ପରେ ସେ ତୁରନ୍ତ ଡେହେରାଡୁନରୁ ଉଧମସିଂହ ନଗରର ଗୁଲରଭୋଜ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସାନପୁଅର ପାର୍ଥୀବ ଶରୀର ଦେଖି ନିଜ ଲୁହକୁ…