Browsing Tag

egg-sugar

ତ୍ବଚାର ଅନାବଶ୍ୟକ କେଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଅଣ୍ଡା-ଚିନିର ଫେସପ୍ୟାକ୍

ଝିଅମାନେ ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଅନେକ ଉପାୟ ଆପଣାନ୍ତି। ସୁନ୍ଦରତା ପାଇଁ ମହିଳାମାନେ ପାର୍ଲରକୁ ଯାଇ ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ମୁହଁରେ ଥିବା ଚୁଟିକୁ ସଫା କରିବା ପାଇଁ ୱାକ୍ସିଂ କରିବା, ଆଇବ୍ରୋ କରିବା ଠାରୁ ଆରମ୍ଭ କରି ଯୁବତୀମାନେ ଅନେକ କଷ୍ଟ ସହୁଛନ୍ତି।…