Below header
Browsing Tag

ekamra utsav

ଉଦଘାଟିତ ହେଲା ଏକାମ୍ର ଉତ୍ସବ, ଆସନ୍ତା ୯ ତରିଖ ପର୍ଯ୍ୟନ୍ତ ଚାଲିବ ଉତ୍ସବ

ଆଜି ଉଦଘାଟିତ ହେଲା ଏକାମ୍ର ଉତ୍ସବ । ବିଡିଏ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ଉତ୍ସବ ଆସନ୍ତା ୯ ତରିଖ ପର୍ଯ୍ୟନ୍ତ ଚାଲିବ । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡ଼ିଆରେ ଅୟୋଜିତ ହୋଇଛି ଏକାମ୍ର ଉତ୍ସବ । "ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ" ପରିପ୍ରେକ୍ଷୀରେ ଏକାମ୍ର…

ଫେବ୍ରୁଆରି ୩ରୁ ଏକାମ୍ର ଉତ୍ସବ: ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

ଭୁବନେଶ୍ୱର (କେନ୍ୟୁଜ) : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ…