ରକ୍ତ ସମ୍ପର୍କରେ ଭୟଙ୍କର ଧୋକା: ସାମାନ୍ୟ କଥାରୁ ଭାଇକୁ ମାରିଦେଲା ଭାଇ
ହିନ୍ଦୋଳ: ଭାଇକୁ ମାରିଦେଲା ଭାଇ । ରକ୍ତ ସମ୍ପର୍କରେ ଭୟଙ୍କର ଧୋକା । ଅଭିଯୋଗ ରହିଛି ଆଗରୁ ଜନ୍ମ ଦେଇଥିବା ବାପା ମାଆଙ୍କୁ ବି ମାରିଥିଲା । ଆଉ ଏବେ ମାରିଦେଲା ନିଜ ଭାଇକୁ । ଇଏ ମଣିଷ ନା ଶୈତାନ୍ ? ସାଙ୍ଗ ହୋଇ ଖାଇଲେ । ସାମାନ୍ୟ କଥାରୁ ଆରମ୍ଭ ହେଲା ଯୁକ୍ତିତର୍କ । ଆଉ ଖାଇ ସାରିବ ପରେ…