Below header
Browsing Tag

election campaigning last day

ହାତରେ ଆଉ ମାତ୍ର କେଇ ଘଣ୍ଟା, ଆଜି ଅପରାହ୍ନ ୫ଟା ପରେ ଥମିବ ପ୍ରଚାର

ଭୁବନେଶ୍ବର(କେନ୍ଯୁଜ୍): ହାତରେ ଆଉ ମାତ୍ର କେଇ ଘଣ୍ଟା। ଆଜି ସନ୍ଧ୍ୟାରେ ଥମିବ ପ୍ରଚାର। ଅପରାହ୍ନ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ପୌର ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ମାରାଥନ କ୍ୟାମ୍ପେନିଂ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଚଳାଇଛନ୍ତି ଝାଳବୁହା ପ୍ରଚାର ।…

ଆସନ୍ତା ବୁଧବାର ମଧ୍ୟପ୍ରଦେଶ ଓ ମିଜୋରାମ୍‌ ନିର୍ବାଚନ, ଆଜି ପ୍ରଚାରର ଶେଷ ଦିନ

ମଧ୍ୟପ୍ରଦେଶ(କେନ୍ୟୁଜ୍) : ମଧ୍ୟପ୍ରଦେଶ ଓ ମିଜୋରାମ୍‌ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଆଜି ସଂଧ୍ୟା ୫ଟାରେ ପ୍ରଚାର ଶେଷ ହେବ । ଆଜି ଶେଷ ଦିନ ହୋଇଥିବାରୁ ସବୁ ଦଳ ଜୋରଦାର ପ୍ରଚାର କରିବେ । ମଇଦାନକୁ ଓହ୍ଲାଇବେ ହେଭିୱେଟ୍‌ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…