Browsing Tag

electric superbike

ଦେଶୀ ବ୍ରାଣ୍ଡରେ ତିଆରି ହେଲା ସୁପରବାଇକ Trouve Motor, ଘଣ୍ଟାକୁ ଯିବ ୧୦୦ କିଲୋମିଟର

IIT Delhiରେ ତିଆରି ହୋଇଥିବା ଏକ ଷ୍ଟାର୍ଟଅପ କମ୍ପାନୀ ଏକ ସୁପର ବାଇକ ଲଞ୍ଚ କରିଛି। ଯାହାର ନାମ ରହିଛି Trouve Motor। ଏହା ଏକ ଇଲେକଟ୍ରିକ ବାଇକ। ଯାହାକୁ କମ୍ପାନୀ ତରଫରୁ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହା ମାତ୍ର ୩ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ…