Below header
Browsing Tag

elephant and duck fight

ନଦୀ କୂଳରେ ପାଣି ପିଉଥିବା ହାତୀକୁ ହଇରାଣ କଲା ବତକ , ହାତୀ ଗୋଡ ଉଠାଇ କ’ଣ କଲା ଦେଖନ୍ତୁ ଭିଡିଓ

ହାତୀ ଏବଂ ବତକ ଝଗଡା କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖନ୍ତୁ, କିପରି ଛୋଟ ବତକ ହାତୀ ସହିତ ପଙ୍ଗା ନେଉଛି। ଏହି ଭିଡିଓରେ ହାତୀ ନଦୀ କୂଳରେ ପାଣି ପିଉଥିବା ସମୟରେ ବତକ ସେଠାରେ ରହିଥିଲା। ବତକ ନଦୀ କୂଳରେ ଥୟ ଧରି ବସିଥିବା ବେଳେ ହାତୀ ତା…