Below header
Browsing Tag

elephant injured

ନରସିଂହପୁର କମ୍ପାଣ୍ଟମେଣ୍ଟ ୩ ନୂଆଗଡ଼ ଜଙ୍ଗଲରେ ଆହତ ଦନ୍ତାହାତୀ, ଗୁଳିମାଡ଼ ହୋଇଥିବା ସନ୍ଦେହ

ନରସିଂହପୁର (କେନ୍ୟୁଜ୍): ପୁଣି ଏକ ହାତୀକୁ ଗୁଳିମାଡ଼! ନରସିଂହପୁର କମ୍ପାଣ୍ଟମେଣ୍ଟ ୩ ନୂଆଗଡ଼ ଜଙ୍ଗଲରେ ପୁଣି ଏକ ଦନ୍ତାହାତୀ ଆହତ। ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତ ହାତୀ ଆକ୍ରମଣରେ DFOଙ୍କ ସମେତ ଫରେଷ୍ଟର ଆହତ ହୋଇଛନ୍ତି। ୪ ଓ୍ଵାଚର ମଧ୍ୟ ହାତୀ ଆକ୍ରମଣରେ…

ବିଜେପି ରେଞ୍ଜର ତଳଚମ୍ପେଇ ଗ୍ରାମ୍ୟ ଜଙ୍ଗଲରେ ମାଇ ହାତୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜର ତଳଚମ୍ପେଇ ଗ୍ରାମ୍ୟ ଜଙ୍ଗଲରେ ଘଟିଛି ଅଘଟଣ । ଉକ୍ତ ଗ୍ରାମ ଜଙ୍ଗଲରେ ଏକ ମାଇ ହାତୀ ଅସୁସ୍ଥ ହୋଇ ପଡି ରହିଥିବା ସୂଚନା ମିଳିଛି । ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି । ଉକ୍ତ ମାଇ ହାତୀଟିର ବୟସ…