ନରସିଂହପୁର କମ୍ପାଣ୍ଟମେଣ୍ଟ ୩ ନୂଆଗଡ଼ ଜଙ୍ଗଲରେ ଆହତ ଦନ୍ତାହାତୀ, ଗୁଳିମାଡ଼ ହୋଇଥିବା ସନ୍ଦେହ

ନରସିଂହପୁର (କେନ୍ୟୁଜ୍): ପୁଣି ଏକ ହାତୀକୁ ଗୁଳିମାଡ଼! ନରସିଂହପୁର କମ୍ପାଣ୍ଟମେଣ୍ଟ ୩ ନୂଆଗଡ଼ ଜଙ୍ଗଲରେ ପୁଣି ଏକ ଦନ୍ତାହାତୀ ଆହତ। ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତ ହାତୀ ଆକ୍ରମଣରେ DFOଙ୍କ ସମେତ ଫରେଷ୍ଟର ଆହତ ହୋଇଛନ୍ତି।

୪ ଓ୍ଵାଚର ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଚିକିତ୍ସା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.