Browsing Tag

elephant special video

କଦଳୀ କାନ୍ଦି ପାଖରେ ପାଇ ଖୁସିରେ ଝୁମି ଉଠିଲା ହାତୀ ଛୁଆ, ଦେଖନ୍ତୁ ଏହି ଭିଡିଓ

ଛୋଟ ଛୁଆ ମାନଙ୍କ କୌତିକିଆ ଖେଳ ଦେଖିବାକୁ ଖୁବ ମଜା ଲାଗିଥାଏ । ଯଦି ଛୁଆ ଟି ଏକ ହାତୀ ଛୁଆ ହୁଏ ତ ମଜା ଦଶ ଗୁଣା ବଢିଯାଏ । ଏକ ହାତୀ ଛୁଆର ମନ ଖୁସି କରିଦେବା ଭଳି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଥରେ ଦେଖିଲେ ଆପଣଙ୍କ ଆନନ୍ଦର ସୀମା…