Below header
Browsing Tag

emar matha eviction

ପୁରୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ (କେନ୍ୟୁଜ୍) : ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାମ। ଆଜି ରବିବାର ଓ ସୋମବାର ଗଣେଶ ପୂଜା ଥିବାରୁ ବନ୍ଦ ରହିବ ଉଚ୍ଛେଦ କାମ। ତେବେ ଏହି ଦୁଇ ଦିନ ଏମାର ମଠର ଭଗ୍ନାଂବଶେଷ ଉଠାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ରହୁଥିବା…

୪ର୍ଥ ଦିନରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା, ଏବେବି ଏମାର ମଠରୁ ବାହାରୁନାହାନ୍ତି ମହନ୍ତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦର ୪ର୍ଥ ଦିନରେ ବି ମଠ ଛାଡ଼ୁନାହନ୍ତି ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ। ମହନ୍ତ ରହୁଥିବା ମୁଖ୍ୟ କୋଠା ଅସୁରକ୍ଷିତ ହୋଇପଡିଥିବାରୁ ଏହାକୁ ଭାଙ୍ଗିବା ଜରୁରୀ ହୋଇପଡିଛି। ଉଚ୍ଛେଦ ପୂର୍ବରୁ ମୁଖ୍ୟ କୋଠା…