Below header
Browsing Tag

employees protest

ଅଗ୍ନିପଥ ସ୍କିମ୍‌କୁ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

ବିହାର: ସେନାରେ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ସ୍କିମ୍‌କୁ ନେଇ ବିରୋଧ ତୀବ୍ର ହେଉଛି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧର ସ୍ୱର ଧୀରେ ଧୀରେ ହିଂସାର ରୂପ ନେଇଛି। ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ…

ଛଟେଇ ପରେ ଧାରଣା: ବିଦ୍ୟୁତ ବିଭାଗର ୮ହଜାର କର୍ମଚାରୀ ଓ ୬ଶହରୁ ଅଧିକ ଇଞ୍ଜିନିୟର ସାମିଲ୍

ଭୁବନେଶ୍ବର : ଧାରଣାରେ ଛଟେଇ ହୋଇଥିବା ବିଦ୍ୟୁତ ବିଭାଗ ଠିକା କର୍ମଚାରୀ । ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ କଂପାନୀ ସେସୁ ଅଧିନରେ ଥିବା ଏନଜେନ୍‌ ଓ ଫେଡକୋ ଭଳି ଫ୍ରାଞ୍ଚାଇଜ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଛଟେଇ ହେବା ପରେ ଧାରଣାରେ ବସିଛନ୍ତି। ପ୍ରାୟ ୮ହଜାର କର୍ମଚାରୀ ଓ ୬ଶହରୁ…