Browsing Tag

encounter fear in utter pradesh

ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଡର : କହୁଛନ୍ତି ଗାଡ଼ିରେ ଯିବୁନି ଚାଲିକରି ଯିବୁ, ଭିଡିଓ ଭାଇରାଲ୍‌

କାନପୁର : କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍‌କାଉଣ୍ଟର ପରେ ଏବେ ଉତ୍ତର ପ୍ରଦେଶ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଫଳରେ ଅପରାଧୀ ଧରାପଡ଼ିଲେ ଆଉ ପୋଲିସ ଗାଡିରେ ବସି କରି ଯିବାକୁ ରାଜି ନାହାଁନ୍ତି । ବରଂ ଥାନା ଯାଏ ଚାଲି ଚାଲି ଯିବେ । ହେଲେ ଆଉ ପୋଲିସ ଗାଡିରେ ଯିବେ…