Browsing Tag

engine runs in wind

୧୪ ବର୍ଷ ପରିଶ୍ରମ, ୯୫୦ ଥର ଫେଲ୍‌ ହେବା ପରେ ବ୍ୟକ୍ତି ସୃଷ୍ଟିକଲେ ଇତିହାସ,ପବନରେ ଚଳାଇଲେ ଇଞ୍ଜିନ

ଭରତପୁର : ମଣିଷର ଜିଦି ଯେତେବେଳେ ସକରାତ୍ମକ ଦିଗରେ ଗତି କରେ ସେତେବେଳେ ବହୁ ଅସମ୍ଭବ କଥା ବି ସମ୍ଭବ ହୋଇଯାଏ । କିଛି କରିବାର ଇଚ୍ଛାରେ ମତୁଆଲା ସାଜିଥିବା ଲୋକଙ୍କୁ କେହି କେହି ପାଗଳ କହି ଥଟ୍ଟା କରିଥାନ୍ତି । ହେଲେ ଯିଏ ଥରେ ଅସଫଳତାକୁ ସଫଳ କରିବାର ପଣ କରିବସେ ସେହି ଁ ଶେଷରେ ଲକ୍ଷ୍ୟ…