ଖୁସି ଖବର! ସରକାର ଜଲ୍ଦି EPFO ଆକାଉଣ୍ଟରେ ଟ୍ରାନ୍ସଫର କରିବେ ୭୨,୦୦୦ କୋଟି ଟଙ୍କା; ଏହିଭଳି ଚେକ୍ କରନ୍ତୁ…
EPFO ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର। ସରକାର ଖୁବ୍ ଜଲ୍ଦି EPFO ଆକାଉଣ୍ଟଧାରୀଙ୍କ ଖାତାକୁ ଆର୍ଥିକ ବର୍ଷ ୨୦୨୨ର ସୁଧ ଦର ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଏହି ସୁଧ ଦର ୮.୧ ପ୍ରତିଶତ ହିସାବରେ ହେବ। ଏହାଦ୍ୱାରା ପାଖାପାଖି ୭ କୋଟି ଚାକିରିଆ ଲାଭ ପାଇ ପାରିବେ। କର୍ମଚାରୀ ଭବିଷ୍ୟ ନିଧି…