Browsing Tag

Eurasia

୪୦୦୦ ବର୍ଷ ପୁରୁଣା ୩୦୦ ମମିର ରହସ୍ୟ ଖୋଲିଲା, ୟୁରେସିୟାରୁ ଆସି ବସତି ସ୍ଥାପନ କରିଥିଲେ ଏହି ସଭ୍ୟତା; ଥିଲେ ଆଧୁନିକ

୯୦ ଦଶକରେ ଚୀନର ତକଳାମାକନ ମରୁଭୂମିରୁ ୩୦୦ ମମିର ସନ୍ଧାନ ମିଳିଥିଲା, ଯାହାକି ପାଖାପାଖି ୪୦୦୦ ବର୍ଷ ପୁରୁଣା ବୋଲି ବୈଜ୍ଞାନିକମାନେ କହିଥିଲେ। ସବୁଠାରୁ ଖାସ୍‌ କଥା ଥିଲା, ମରୁଭୂମିରେ ଥିବା ଗମ୍ବୁଜରୁ ଏହି ମମିଗୁଡ଼ିକୁ ସନ୍ଧାନ କରାଯାଇଥିବା ବେଳେ ବର୍ତ୍ତମାନ ଏହାର ରହସ୍ୟ ଉନ୍ମୋଚନ ହୋଇଛି।…