Browsing Tag

evening recipe

ସନ୍ଧ୍ୟା ଚା’ ସହିତ ଆଜି ପ୍ରସ୍ତୁତ କରନ୍ତୁ ‘ମସୁର ଡାଲି ଟିକ୍କି’

ବର୍ଷାଦିନରେ ସନ୍ଧ୍ୟାବେଳେ କ’ଣ ଟିକେ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଏବେ କରୋନା ଯୋଗୁଁ ସବୁଆଡେ ଦୋକାନ ବନ୍ଦ ଏବଂ ସଂକ୍ରମଣ ଭୟ ଯୋଗୁଁ ବାହାରୁ ଖାଇବାକୁ ଡର ଲାଗୁଛି। ତେଣୁ ଆପଣ ଘରେ ରହି ଟିକେ ଚଟପଟା ଖାଇବାକୁ ଇଚ୍ଛା କରୁଥିଲେ, ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ‘ମସୁର ଡାଲି…