ଶୋଭା ପାଉଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ହାତ ତିଆରି ସାମଗ୍ରୀକୁ ବିକ୍ରି କରୁଛନ୍ତି କାରିଗର
ଯାଜପୁର ଜିଲ୍ଲା ଛତିଆ ରାଜଦୋଳ ମିଳନ ମହୋତ୍ସବ ଅବସରରେ ଶୋଭା ପାଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରଙ୍ଗବେରଙ୍ଗର ବିଭିନ୍ନ ହାତ ତିଆରି ଜିନିଷରେ ସୁନ୍ଦର ଲାଗୁଛି ହସ୍ତଶିଳ୍ପର ସମ୍ଭାର । ଗୋଟିଏ ସ୍ଥାନରେ ମିଳୁଛି ଭଳିକି ଭଳି ସାମଗ୍ରୀ । ଦେଖିବାକୁ ଯେମିତି କଉତୁକିଆ ସେତିକି…