Below header
Browsing Tag

exotic fish

୩୩ଟି ମାଛର ଦାମ୍‌ ୧ କୋଟି ! ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ

ଜଳେଶ୍ବର(କେନ୍ଯୁଜ୍): ମାଛ କରିଦେଲା କୋଟିପତି। ୩୩ଟି ମାଛର ଦାମ୍‌ ୧ କୋଟି। ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ। ୧୦ଜଣ ମସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ସମୁଦ୍ରକୁ…