ଘାନାରେ ବିସ୍ଫୋରଣ: ୫୦୦ ବିଲଡିଂ ଧ୍ୱଂସ, ୧୭ ମୃତ, ୫୯ ଆହତ
ପଶ୍ଚିମ ଆଫ୍ରିକା ଦେଶ ଘାନାରେ ବିସ୍ଫୋରଣ ଘଟିବା ଫଳରେ ଅତିକମରେ ୧୭ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୫୯ ଲୋକ ଆହତ ହୋଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଘାନାର ପଶ୍ଚିମ ଭାଗରେ ଏହି ବିସ୍ଫୋରଣ ହୋଇଛି। ଖନନରେ ବ୍ୟବହୃତ ହେଉଥିବା ବିସ୍ଫୋରକ ନେଇ ଯାଉଥିବା ଏକ ଟ୍ରକ ବାଇକ୍ ସହିତ…