ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ୫ଟି ପନିପରିବା, ଆଉ ପିନ୍ଧିବାକୁ ପଡ଼ିବନି ଚଷମା
ଏକ ବାଲାନ୍ସଡ୍ ଡାଏଟ୍ ଏବଂ ହେଲ୍ଦି ଲାଇଫଷ୍ଟାଇଲ୍ ସହିତ ଆପଣ ବି ଫିଟ୍ ରହିପାରିବେ । ଗତ କିଛି ବର୍ଷ ମଧ୍ୟରେ ଖରାପ ଲାଇଫଷ୍ଟାଇଲ ହେତୁ ଭାରତରେ ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୫୦-୬୦ ବର୍ଷ ପରେ ଶରୀରରେ ଦେଖାଯାଉଥିବା ରୋଗଗୁଡିକ ବର୍ତ୍ତମାନ ୩୦-୩୫ ବର୍ଷ ପରେ ଆରମ୍ଭ ହେଇଯାଉଛି…