ହ୍ଵାଟସ୍ଆପ୍ ଟ୍ରିକ: କାହାକୁ ନିଜ ବ୍ୟକ୍ତିଗତ ଚ୍ୟାଟ୍ ଲୁଚାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଫେସ୍ ଆଇଡିକୁ…
ହ୍ଵାଟସ୍ଆପ୍ ଭାରତରେ ଏକ ଲୋକପ୍ରିୟ ବାର୍ତ୍ତା ସେବା। କୋଭିଡ୍ ମହାମାରୀ ସମୟରେ ଏହାର ଉପଯୋଗ ଅନେକ ଗୁଣା ବଢ଼ିଯାଇଛି। କେବେ କେବେ ଯେତେବେଳେ ଆପଣ ନିଜ ଦୁଷ୍ଟ ଭାଇକୁ ଫୋନ ଦେଇ ଦିଅନ୍ତି, ତ ସେ ଆପଣଙ୍କ ହ୍ଵାଟସ୍ଆପ ଚ୍ୟାଟ୍ ପଢ଼ିବା ଆରମ୍ଭ କରି ଦେଇଥାଏ। ଫଟୋ ଏବଂ ଭିଡିଓ ଯାଞ୍ଚ କରିବାକୁ…