ମଙ୍ଗଳ ଗ୍ରହର ସେହି ରହସ୍ୟମୟ ଚିତ୍ର, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା
୧୯୭୬ ମସିହାରେ ନାସାର ଏକ ଭାଇକିଂ ନାମକ ସ୍ପେସ୍ କ୍ରାଫ୍ଟ ବା ମହାକାଶ ଯାନ ମଙ୍ଗଳ ଗ୍ରହରୁ ଏକ ଫଟୋ ଉଠାଇଥିଲା । ଏହି ଫଟୋ ଯେତେବେଳେ ସର୍ବସାଧାରଣରେ ପ୍ରକାଶ କରାଗଲା ସେତେବେଳେ ଏହା ଖୁବ୍ ଚର୍ଚ୍ଚା ସୃଷ୍ଟି କରିଥିଲା । କାରଣ ସମସ୍ତେ ଭାବି ନେଲେ ମଙ୍ଗଳ ଗ୍ରହରେ ଜୀବନ ଥିଲା । ଏଠାରେ…