ଫେସ୍ ଓ୍ଵାଶ୍ ଭଳି କାମ କରିଥାଏ ପିଜୁଳି ପତ୍ରର ପାଣି! ସମସ୍ତ ପ୍ରକାର ତ୍ୱଚା ସମସ୍ୟାକୁ କରିଦିଏ ଛୁମନ୍ତର…
ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ ଯୋଗୁ ଆମ ତ୍ୱଚା ବହୁଳ ମାତ୍ରାରେ ପ୍ରଭାବିତ ହେଉଛି। ଏହି କାରଣରୁ ଚେହେରାରେ ଅନେକ ପ୍ରକାରର ସମସ୍ୟା ଦେଖାଯିବାକୁ ଲାଗୁଛି। ସୂର୍ଯ୍ୟକିରଣ ଏବଂ ଧୂଳି ଯୋଗୁ ଅନେକ ଲୋକଙ୍କ ମୁହଁରେ ବ୍ରଣ, ଦାଗ, କୁଞ୍ଚନ ଆଦି ସମସ୍ୟା ଦେଖାଦେଉଛି। ଯଦି ଏମିତି…