ନୂଆବର୍ଷରେ ଫେସବୁକ୍ କଲା ନୂଆ ଅପଡେଟ୍, ଆଉ ଆପଣ କରିପାରିବେନି ଭେରିଫାଏଡ ପେଜକୁ ଲାଇକ୍
ନୂଆବର୍ଷ ଆରମ୍ଭରୁ ଫେସବୁକ୍ ନିଜର ଲେଆଉଟ ପରିବର୍ତ୍ତନ କରିଛି। ଏହା ସହିତ ପବ୍ଲିକ ପେଜ୍ ରୁ Like ବଟନ ହଟାଇ ଦିଆଯିବ। ଆପଣ ନିଜର ପ୍ରିୟ ଫେସବୁକ୍ ପେଜରେ ଲାଇକ କରିପାରିବେ ନାହିଁ।
ଟେକସାଇଟ୍ telecomtalk ଅନୁସାରେ ଫେସବୁକ୍ ପକ୍ଷରୁ ସମସ୍ତ ଭେରିଫାଏଡ ପେଜରୁ ଲାଇକ୍ ବଟନ ହଟାଇବା ପାଇଁ…