Browsing Tag

facts about diabetes

ଆପଣ ମଧୁମେହ ଆକ୍ରାନ୍ତ କି ? ତେବେ ଜାଣି ରଖନ୍ତୁ କେଉଁ ସମୟରେ ଓ କିପରି କରିବେ ଟେଷ୍ଟିଙ୍ଗ

ଅନ୍ତରାଷ୍ଟ୍ରୀୟ ଡାଇବେଟିସ ଫେଡେରେସନ ସଂସ୍ଥା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୨.୫ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ୨୦୪୫ ମସିହା ସୁଦ୍ଧା ଏହି ସଂଖ୍ୟା ୬୨.୯ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଆଉ ସବୁଠୁ ଭୟଙ୍କର ହେଉଛି, ଯେ କେବଳ ବୟସ୍କ ବ୍ୟକ୍ତି ନୁହନ୍ତି 6…