Browsing Tag

fake cold drinks

ଭୁବନେଶ୍ୱର ପରେ ଏବେ ନକଲି ସାମଗ୍ରୀ କବଳରେ ବ୍ରହ୍ମପୁର, ଠାବ ହେଲା ବିପୁଳ ପରିମାଣର ନକଲି କୋଲଡ୍ରିଙ୍କସ

ବ୍ରହ୍ମପୁର(କେ ନ୍ୟୁଜ): ଟ୍ଵିନ୍‌ ସିଟି ପରେ ସିଲ୍କ ସିଟି । ନକଲି ସାମଗ୍ରୀ କବଳରେ ବ୍ରହ୍ମପୁର । ମସଲା, ଚା ପତି, ପାଣି ଓ ତେଲ ପରେ ବ୍ରହ୍ମପୁରରୁ ଏବେ ନକଲି କୋଲଡ୍ରିଙ୍କସ ଠାବ । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁରେ ବେଆଇନ ଭାବେ ଚାଲିଥିବା କୋଲ୍ଡ ଡ୍ରିଙ୍କସ କାରଖାନା ଉପରେ ଚଢାଉ କରିଛି…