କ୍ରାଇମବ୍ରାଞ୍ଚ EOW କବ୍ଜାରେ ୨ ନକଲି IAS ଅଫିସର, କୋଟିଏରୁ ଅଧିକ ଟଙ୍କା ଠକିନେଇଥିବା ଅଭିଯୋଗ
ଭୁବନେଶ୍ବର(କେନ୍ଯୁଜ୍): କ୍ରାଇମବ୍ରାଞ୍ଚ EOW କବ୍ଜାରେ ୨ ଠକ । ନିଜକୁ IAS ଅଫିସର ମିଥ୍ୟା ପରିଚୟ ଦେଇ କୋଟିଏରୁ ଅଧିକ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ୩ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ୨ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ଅଛନ୍ତି।
୧କୋଟି ୧୭ଲକ୍ଷ ଟଙ୍କାର ଠକେଇ…