Below header

କ୍ରାଇମବ୍ରାଞ୍ଚ EOW କବ୍‌ଜାରେ ୨ ନକଲି IAS ଅଫିସର, କୋଟିଏରୁ ଅଧିକ ଟଙ୍କା ଠକିନେଇଥିବା ଅଭିଯୋଗ

ଭୁବନେଶ୍ବର(କେନ୍ଯୁଜ୍): କ୍ରାଇମବ୍ରାଞ୍ଚ EOW କବ୍‌ଜାରେ ୨ ଠକ । ନିଜକୁ IAS ଅଫିସର ମିଥ୍ୟା ପରିଚୟ ଦେଇ କୋଟିଏରୁ ଅଧିକ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ୩ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ୨ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ଅଛନ୍ତି।

୧କୋଟି ୧୭ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ୨ ଅଭିଯୁକ୍ତ ସୂର୍ଯ୍ୟମଣି ଚ୍ରିପାଠୀ ଅମିତ କୁମାରଙ୍କୁ ଗିରଫ କରିଛି EOW। ମୁଖ୍ୟ ଅଭିଯୁକ୍ତ ନିଜକୁ RAWର ଜଣେ ଅଧିକାରୀ କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.