Below header
Browsing Tag

fake income tax

ପୋଲିସ ଜାଲରେ ପଡିଲେ ନକଲି ଇନକମ୍‌ ଟ୍ୟାକ୍ସ ଅଫିସର, ମିଛ ପରିଚୟ ଦେଇ ଚଳାଇଥିଲେ ଲୁଟ ତରାଜ

ସମ୍ବଲପୁର(କେ ନ୍ୟୁଜ):  ସମ୍ବଲପୁର ପୋଲିସ ଆଜି ଜଣେ ନକଲି ଇନକମ୍‌ ଟ୍ୟାକ୍ସ ଅଫିସରଙ୍କୁ ଗିରଫ କରିଛି । ନକଲି ଅଧିକାରୀ ଜଣକ ହେଉଛନ୍ତି ବାଙ୍ଗାଲୋରର ବିଶାଳ ରାଜକୁମାର ନିଲେଙ୍ଗେ। ସୂତ୍ରରୁ ଜଣାଯାଇଛିଯେ ବିଶାଳ ହେଉଛନ୍ତି ଜଣେ ଏମବିଏ ଛାତ୍ର। ଏହି ଯୁବକ ଜଣଙ୍କ ନିଜକୁ ଆୟକର ବିଭାଗର…

ଫିଲ୍ମ କାହାଣୀ ଭଳି ଲୁଟିଲେ ୪୮ଲକ୍ଷ, ସିସିଟିଭି ଜରିଆରେ ଘଟଣା ଉପରୁ ଉଠିଲା ପରଦା

ଆୟୁର୍ବେଦିକ ଔଷଧ ଦୋକାନ କରିଥିବା ଦୋକାନୀ ଇନକମ ଟ୍ୟାକ୍ସ ଅଧିକାରୀ ହୋଇ ୪୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତ ଜଣକ ଦୋକାନରେ କାମ କରୁଥିବା କିଛି ଲୋକ ଏବଂ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଏହି କାମ କରିଛନ୍ତି। ଏଥିରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଘଟଣାର ୨୪ ଘଣ୍ଟା…