Browsing Tag

Fake RTI worker arrested

ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF, ମିଥ୍ୟା ପ୍ରତିଶ୍ରୁତି ଦେଇ କରୁଥିଲା ଠକେଇ

(କେନ୍ୟୁଜ): ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ସେ ନିଜକୁ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ବିଭାଗର RTI କର୍ମୀ ଭାବରେ ନିଜକୁ ପରିଚୟ ଦେଉଥିଲା । ତା ନିକଟରୁ ନକଲି ଆଇଡେଣ୍ଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି…