Below header

ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF, ମିଥ୍ୟା ପ୍ରତିଶ୍ରୁତି ଦେଇ କରୁଥିଲା ଠକେଇ

ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା ଏସଟିଏଫ । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ସେ ନିଜକୁ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ବିଭାଗର RTI କର୍ମୀ ଭାବରେ ନିଜକୁ ପରିଚୟ ଦେଉଥିଲା । ତା ନିକଟରୁ ନକଲି ଆଇଡେଣ୍ଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF ।

(କେନ୍ୟୁଜ): ନକଲି RTI କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ସେ ନିଜକୁ ଓଡ଼ିଶାର ସୂଚନା ଓ ଲୋକ ସମ୍ପର୍କ ବିଭାଗର RTI କର୍ମୀ ଭାବରେ ନିଜକୁ ପରିଚୟ ଦେଉଥିଲା । ତା ନିକଟରୁ ନକଲି ଆଇଡେଣ୍ଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF ।

କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁ ଥିଲା ଧୂର୍ତ୍ତ କିଶୋର ମିଶ୍ର । ତଦନ୍ତ ସମୟରେ ତା ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ପ୍ରମାଣ ପାଇଛି ଏସଟିଏଫ । ୨ ରୁ ୩ବର୍ଷ ମଧ୍ୟରେ ଏହି ଟ୍ରାନଯାକ୍ସନ ହୋଇଥିବା STF ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.