କ’ଣ ଆପଣ ପ୍ରେମରେ ପଡିଯାଇନାହାନ୍ତି ତ? ଏହି ଇସାରାରେ ଜାଣନ୍ତୁ ମନର କଥା
ଅନେକଥର ଏଭଳି ହୋଇଥାଏ ଲୋକମାନେ କିଛି ଖାସ୍ ଲୋକଙ୍କ ପ୍ରତି ଇମୋସନ୍ସ ଫିଲ୍ କରିଥାନ୍ତି ଏବଂ ସେ ଜାଣିପାରି ନଥାନ୍ତି କାହିଁକି ତାଙ୍କୁ ଏଭଳି ଅନୁଭବ ହେଉଛି। ଏହି ଅନୁଭବକୁ ବୁଝିବାକୁ ଯଦି ଡେରି ହୋଇଯାଏ ଏବଂ ସେ ଯଦି ଆଉ କାହାକୁ ନିଜର ମନ ଦେଇସାରିଥାନ୍ତି ତେବେ ଆପଣ ଡେରି ନକରି ବହୁତ ଜଲଦି…