ଏ କି ଅଜବ କୁକୁର: ଅଚାନକ୍ ହଜିଗଲା ଜେଜେ ମା’ଙ୍କ ନକଲି ଦାନ୍ତ, ‘ଲୁନା’ ପାଟିରୁ ଖୋଜି ପାଇଲେ ପରିବାର ଲୋକେ
ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଆନ୍ନା କରୋଲିନା ଲିମା ନାମ୍ନୀ ଜଣେ ମହିଳା ଏକ କୁକୁର ରଖିଥିଲେ, ଯାହାକୁ ସେ ଗେହ୍ଲାରେ ଡାକୁଥିଲେ ‘ଲୁନା’। ଦିନେ ଆନ୍ନା ନିଜ ଜେଜେ ମା’ଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସାଥୀରେ ଲୁନାକୁ ବି ନେଇଯାଇଥିଲେ।…