Browsing Tag

family attempt suicide in bhubaneswar

ରାଜଧାନୀ ଉପକଣ୍ଠ କପିଳେଶ୍ୱର ଅଞ୍ଚଳରେ ଅଘଟଣ , ନିଆଁରେ ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ଓ ପୁଅ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍) : ପାରିବାରିକ କଳହର କରୁଣ ପରିଣତି । ନିଆଁରେ ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ଓ ପୁଅ ଗୁରୁତର ଆହତ । ରାଜଧାନୀ ଉପକଣ୍ଠ କପିଳେଶ୍ୱର ଅଞ୍ଚଳରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଦେହରେ କିରାସିନ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଛନ୍ତି । ଘରୋଇ ବିବାଦରୁ ଆତ୍ମହତ୍ୟା ଉଦ୍ୟମ…