ଘରୋଇ କଳହକୁ ନେଇ ଆକ୍ରମଣ, ନାତି ମାଡ଼ରେ ଜେଜେବାପା ମୃତ
ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା କାଶୀପୁର ଥାନା ସିଲା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ନାତିର ଆକ୍ରମଣରେ ଜେଜେବାପାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବର୍ଦ୍ଧନ ନାୟକ। ଅଭିଯୁକ୍ତ ମୋହନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି।
ସୂଚନା ଅନୁଯାୟୀ, ଆଜି…