ସୁଦର୍ଶନଙ୍କ ବାଲୁକା କଳାରେ ‘ଫନି’ର ଆଖି
ପୁରୀ(କେନ୍ୟୁଜ୍) : ବାଲୁକା କଳାରେ ସାମୁଦ୍ରିକ ବାତ୍ୟା ଫନିର ରୂପ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଫନିକୁ ନେଇ ଗଢିଛନ୍ତି କଳାକୃତି। ଲୋକମାନଙ୍କୁ ଭୟଭୀତ ନହୋଇ ସ୍ଥିତିର ମୁକାବିଲା କରିବାକୁ ବାର୍ତ୍ତା ଦିଆଯାଇଛି।
Appeal to all Don’t Panic! Stay safe…