ହକି ବିଶ୍ୱକପ୍ ଟିକେଟ୍ ପାଇଁ ହଙ୍ଗାମା, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଆଗରେ ଲଙ୍କାକାଣ୍ଡ
ଭୁବନେଶ୍ବର(କେନ୍ଯୁଜ୍) : ହକି ବିଶ୍ୱକପ୍ ଟିକେଟ୍ ପାଇଁ ହଙ୍ଗାମା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଆଗରେ ଲଙ୍କାକାଣ୍ଡ । ଟିକେଟ ନ ମିଳିବାରୁ ୯ ନମ୍ବର ଗେଟ୍ ଆଗରେ ଭଙ୍ଗାରୁଜା କରିଛନ୍ତି ଦର୍ଶକ । ଉଦ୍ଘାଟନୀ ଉତ୍ସବ ଟିକେଟ୍ ନପାଇବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।…