କେବେ ‘ଫାଣ୍ଟା ଆମ୍ଲେଟ୍’ ଖାଇଛନ୍ତି କି! ଦେଖନ୍ତୁ ଟ୍ଵିଟରରେ ଚର୍ଚ୍ଚାରେ ଥିବା ଏହି ଆଇଟମ୍ ତିଆରି ହୁଏ କେମିତି
ଅଣ୍ଡା ବନାଇବାକୁ ସହଜ ହୋଇଥିବା ବେଳେ ଖାଇବାକୁ ମଧ୍ୟ ଟେଷ୍ଟି ଲାଗେ। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଅଣ୍ଡାରେ ପ୍ରଚୁର ପୌଷ୍ଟିକ ତତ୍ତ୍ୱ ଥିବାରୁ ନିୟମିତ ଅଣ୍ଡା ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ତେବେ ଆମେ ସାଧାରଣତଃ ଅଣ୍ଡାକୁ ଆମଲେଟ୍ କରି, ସିଝାଇ…