ଏହି ଦେଶରେ ଲୋକଙ୍କ କାମ ଏବଂ ଷ୍ଟାଟସ ଅନୁଯାୟୀ ତିଆରି କରାଯାଏ କଫିନ, ମିଳେ ବିଭିନ୍ନ ଷ୍ଟାଇଲର କଫିନ
ଆମ ଦେଶରେ ହିନ୍ଦୁ ଧର୍ମରେ ମଣିଷ ମରିବା ପରେ ପୋଡାଯାଇଥାନ୍ତି। ଏହାଛଡା ଖ୍ରୀଷ୍ଟିଆନ ଧର୍ମରେ ପୋତାଯାଇଥାନ୍ତି। ଏମାନେ ପୋତା ହେବା ପାଇଁ ଯେଉଁ କଫିନ ପ୍ରସ୍ତୁତ ହୋଇଥାଏ, ତାହା ଦେଖିବାକୁ ସାଧାରଣ ବାକ୍ସ ପରି। କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠି ମୃତ ବ୍ଯକ୍ତିକୁ ପୋତିବା ପାଇଁ…