Browsing Tag

farmer letter

କ୍ଷମା କରିବେ ! ଆମର ଏହି ପଦଯାତ୍ରା ଯୋଗୁଁ ଆପଣଙ୍କୁ ସମସ୍ୟା ହେଉଥିବ : ଭାବୁକ କରିଦେବ ଚାଷୀଙ୍କ ଏହି ଚିଠି

ନୂଆଦିଲ୍ଲୀ : ଆନ୍ଦୋଳନରୁ ଓହରିଛନ୍ତି ଅନ୍ନଦାତା । ନିଜର ଦାବି ନେଇ ପୁଣି ଥରେ ନୂଆଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ରାମଲୀଲା ମୈଦାନରେ ଏକାଠି ହୋଇଥିଲେ ପ୍ରାୟ ୩୫ ହଜାର ଚାଷୀ । ଅନ୍ନଦାତା ଚାଷୀ ଆଜି ଋଣର ବୋଝରେ କେତେ ଦବି ରହିଛି ତାର ଏକ ସ୍ପଷ୍ଟ ଚିତ୍ର ଦେଇଥିଲା ଏହି ସମାବେଶ…